# the name of the Lord Jesus was honored ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପ୍ରଭୁଯୀଶୁଙ୍କର ନାମକୁ ସମ୍ଭ୍ରମ ଦେଲେ” କିମ୍ବା “ସେମାନେ ପ୍ରଭୁଯୀଶୁଙ୍କର ନାମକୁ ମହାନ୍ ବୋଲି ବିବେଚନା କଲେ” (ଦେଖ: [[rc://*/ta/man/translate/figs-activepassive]]) # the name ଏହା ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])