or_tn/act/17/22.md

8 lines
575 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଆରୟପାଗରେ ପାଉଲ ଆପଣା ବକ୍ତବ୍ୟ ଆରମ୍ଭ କରୁଛନ୍ତି I
# very religious in every way
ପାଉଲ ଆଥୀନୀୟମାନଙ୍କର ପ୍ରାର୍ଥନା, ବେଦି ନିର୍ମାଣ କରିବା ଓ ବଳି ଉତ୍ସର୍ଗ କରିବା ଦ୍ବାରା ସର୍ବସାଧାରଣରେ ଦେବତାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ବିଷୟକୁ ଉଲ୍ଲେଖ କରୁଛନ୍ତି I