# General Information: ଆରୟପାଗରେ ପାଉଲ ଆପଣା ବକ୍ତବ୍ୟ ଆରମ୍ଭ କରୁଛନ୍ତି I # very religious in every way ପାଉଲ ଆଥୀନୀୟମାନଙ୍କର ପ୍ରାର୍ଥନା, ବେଦି ନିର୍ମାଣ କରିବା ଓ ବଳି ଉତ୍ସର୍ଗ କରିବା ଦ୍ବାରା ସର୍ବସାଧାରଣରେ ଦେବତାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ବିଷୟକୁ ଉଲ୍ଲେଖ କରୁଛନ୍ତି I