or_tn/act/17/13.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ମାକିଦନିଆସ୍ଥିତ ବେରୟାଠାରୁ ଆଥିନୀ ନିମ୍ନ ଉପକୂଳରେ ଅବସ୍ଥିତ I ଆଥିନୀ ଗ୍ରୀସ୍ ର ଏକ ଗୁରୁତ୍ବପୂର୍ଣ୍ଣ ନଗର ଥିଲା I (ଦେଖ: [[rc://*/ta/man/translate/translate-names]])
# went there and stirred up
ଏହା ସେମାନଙ୍କର ଗୋଳମାଳ କରୁଥିବା ଲୋକମାନଙ୍କ ବିଷୟରେ କହେ, ସତେ ଯେପରି ଜଣେ ଲୋକ କିଛି ତରଳ ପଦାର୍ଥକୁ ଘାଣ୍ଟି ତଳେ ବସିଯାଇଥିବା ଜିନିଷକୁ ଉପରଭାଗକୁ ଆଣୁଛି I ବିକଳ୍ପ ଅନୁବାଦ: “ସେଠାକୁ ଯାଇ ଗୋଳମାଳ କଲେ” କିମ୍ବା “ସେଠାକୁ ଯାଇ ବିଶୃଂଖଳା କଲେ” (ଦେଖ: [[rc://*/ta/man/translate/figs-metaphor]])
# troubled the crowds
ଆଉ ଲୋକସମୂହକୁ ଉଦ୍ନିଗ୍ନ କଲେ କିମ୍ବା “ଲୋକ ସମୂହ ମଧ୍ୟରେ ଆତଙ୍କ ଓ ଭୟ ଜନ୍ମାଇଲେ”