# General Information: ମାକିଦନିଆସ୍ଥିତ ବେରୟାଠାରୁ ଆଥିନୀ ନିମ୍ନ ଉପକୂଳରେ ଅବସ୍ଥିତ I ଆଥିନୀ ଗ୍ରୀସ୍ ର ଏକ ଗୁରୁତ୍ବପୂର୍ଣ୍ଣ ନଗର ଥିଲା I (ଦେଖ: [[rc://*/ta/man/translate/translate-names]]) # went there and stirred up ଏହା ସେମାନଙ୍କର ଗୋଳମାଳ କରୁଥିବା ଲୋକମାନଙ୍କ ବିଷୟରେ କହେ, ସତେ ଯେପରି ଜଣେ ଲୋକ କିଛି ତରଳ ପଦାର୍ଥକୁ ଘାଣ୍ଟି ତଳେ ବସିଯାଇଥିବା ଜିନିଷକୁ ଉପରଭାଗକୁ ଆଣୁଛି I ବିକଳ୍ପ ଅନୁବାଦ: “ସେଠାକୁ ଯାଇ ଗୋଳମାଳ କଲେ” କିମ୍ବା “ସେଠାକୁ ଯାଇ ବିଶୃଂଖଳା କଲେ” (ଦେଖ: [[rc://*/ta/man/translate/figs-metaphor]]) # troubled the crowds ଆଉ ଲୋକସମୂହକୁ ଉଦ୍ନିଗ୍ନ କଲେ କିମ୍ବା “ଲୋକ ସମୂହ ମଧ୍ୟରେ ଆତଙ୍କ ଓ ଭୟ ଜନ୍ମାଇଲେ”