or_tn/act/17/04.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# the Jews were persuaded
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯିହୂଦୀମାନେ ବିଶ୍ବାସ କଲେ” କିମ୍ବା “ଯିହୂଦୀମାନେ ବୁଝିଲେ” (ଦେଖ: [[rc://*/ta/man/translate/figs-activepassive]])
# joined Paul
ପାଉଲଙ୍କ ସହ ଯୋଗ ଦେଲେ
# devout Greeks
ଏହା ଗ୍ରୀକ୍ ମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କର ଉପାସନା କରୁଥିଲେ, କିନ୍ତୁ ସୁନ୍ନତ ହେବା ଦ୍ବାରା ଯିହୂଦୀ ଧର୍ମ ଗ୍ରହଣ କରି ନ ଥିଲେ I
# not a few of the leading women
ଅନେକ ଭଦ୍ର ମହିଳା ସେମାନଙ୍କ ସହ ଯୋଗ ଦେବା ବିଷୟକୁ ଗୁରୁତ୍ବ ଦେବାପାଇଁ ଏହା ଏକ ଗୌଣ ଉକ୍ତି I ବିକଳ୍ପ ଅନୁବାଦ: “ଅନେକ ଭଦ୍ର ମହିଳା” (ଦେଖ: [[rc://*/ta/man/translate/figs-litotes]])