# the Jews were persuaded ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯିହୂଦୀମାନେ ବିଶ୍ବାସ କଲେ” କିମ୍ବା “ଯିହୂଦୀମାନେ ବୁଝିଲେ” (ଦେଖ: [[rc://*/ta/man/translate/figs-activepassive]]) # joined Paul ପାଉଲଙ୍କ ସହ ଯୋଗ ଦେଲେ # devout Greeks ଏହା ଗ୍ରୀକ୍ ମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କର ଉପାସନା କରୁଥିଲେ, କିନ୍ତୁ ସୁନ୍ନତ ହେବା ଦ୍ବାରା ଯିହୂଦୀ ଧର୍ମ ଗ୍ରହଣ କରି ନ ଥିଲେ I # not a few of the leading women ଅନେକ ଭଦ୍ର ମହିଳା ସେମାନଙ୍କ ସହ ଯୋଗ ଦେବା ବିଷୟକୁ ଗୁରୁତ୍ବ ଦେବାପାଇଁ ଏହା ଏକ ଗୌଣ ଉକ୍ତି I ବିକଳ୍ପ ଅନୁବାଦ: “ଅନେକ ଭଦ୍ର ମହିଳା” (ଦେଖ: [[rc://*/ta/man/translate/figs-litotes]])