or_tn/act/16/17.md

4 lines
549 B
Markdown
Raw Permalink Normal View History

2020-11-19 00:15:53 +00:00
# the way of salvation
ଜଣେ ବ୍ୟକ୍ତି କିପରି ପରିତ୍ରାଣ ପାଇପାରେ ସେ ବିଷୟରେ ଏଠାରେ ଏପରି କୁହାଯାଇଛି ସତେ ଯେପରି ଏହା ଗୋଟିଏ ରାସ୍ତା ବା ସଡକ ଯାହା ଉପରେ ଜଣେ ଲୋକ ଚାଲିଯାଏ I ବିକଳ୍ପ ଅନୁବାଦ: “ଈଶ୍ବର କିପରି ତୁମକୁ ପରିତ୍ରାଣ କରିବେ” (ଦେଖ: [[rc://*/ta/man/translate/figs-metaphor]])