# the way of salvation ଜଣେ ବ୍ୟକ୍ତି କିପରି ପରିତ୍ରାଣ ପାଇପାରେ ସେ ବିଷୟରେ ଏଠାରେ ଏପରି କୁହାଯାଇଛି ସତେ ଯେପରି ଏହା ଗୋଟିଏ ରାସ୍ତା ବା ସଡକ ଯାହା ଉପରେ ଜଣେ ଲୋକ ଚାଲିଯାଏ I ବିକଳ୍ପ ଅନୁବାଦ: “ଈଶ୍ବର କିପରି ତୁମକୁ ପରିତ୍ରାଣ କରିବେ” (ଦେଖ: [[rc://*/ta/man/translate/figs-metaphor]])