or_tn/act/15/40.md

4 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# after he was entrusted by the brothers to the grace of the Lord
ଜଣକ ନିକଟରେ ସମର୍ପଣ କରିବାର ଅର୍ଥ ହେଉଛି ଜଣକପାଇଁ କିମ୍ବା କିଛି ଜିନିଷପାଇଁ ଅନ୍ୟ ଜଣେ ଲୋକକୁ ଯତ୍ନ ଓ ଦାୟିତ୍ବ ଅର୍ପଣ କରିବା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆନ୍ତିୟଖିଆର ବିଶ୍ବାସୀମାନେ ପାଉଲଙ୍କୁ ଈଶ୍ବରଙ୍କ ଅନୁଗ୍ରହ ନିକଟରେ ସମର୍ପଣ କଲା ପରେ” କିମ୍ବା “ଆନ୍ତିୟଖିଆର ବିଶ୍ବାସୀମାନେ ପାଉଲଙ୍କର ଯତ୍ନ ନେବାପାଇଁ ଓ ତାହାଙ୍କୁ ଦୟା ଦେଖାଇବାପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା ପରେ” (ଦେଖ: [[rc://*/ta/man/translate/figs-activepassive]])