# after he was entrusted by the brothers to the grace of the Lord ଜଣକ ନିକଟରେ ସମର୍ପଣ କରିବାର ଅର୍ଥ ହେଉଛି ଜଣକପାଇଁ କିମ୍ବା କିଛି ଜିନିଷପାଇଁ ଅନ୍ୟ ଜଣେ ଲୋକକୁ ଯତ୍ନ ଓ ଦାୟିତ୍ବ ଅର୍ପଣ କରିବା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆନ୍ତିୟଖିଆର ବିଶ୍ବାସୀମାନେ ପାଉଲଙ୍କୁ ଈଶ୍ବରଙ୍କ ଅନୁଗ୍ରହ ନିକଟରେ ସମର୍ପଣ କଲା ପରେ” କିମ୍ବା “ଆନ୍ତିୟଖିଆର ବିଶ୍ବାସୀମାନେ ପାଉଲଙ୍କର ଯତ୍ନ ନେବାପାଇଁ ଓ ତାହାଙ୍କୁ ଦୟା ଦେଖାଇବାପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା ପରେ” (ଦେଖ: [[rc://*/ta/man/translate/figs-activepassive]])