or_tn/act/14/26.md

4 lines
769 B
Markdown
Raw Permalink Normal View History

2020-11-19 00:15:53 +00:00
# where they had been committed to the grace of God
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଠାରେ ଆନ୍ତିୟଖିଆର ବିଶ୍ବାସୀ ଓ ନେତାମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଈଶ୍ବରଙ୍କ ଅନୁଗ୍ରହ ନିକଟରେ ସମର୍ପଣ କରିଥିଲେ” କିମ୍ବା “ଯେଉଁଠାରେ ଆନ୍ତିୟଖିଆର ଲୋକମାନେ ପ୍ରାର୍ଥନା କରିଥିଲେ ଯେ ଈଶ୍ବର ପାଉଲ ଓ ବର୍ଣ୍ଣବ୍ବାଙ୍କର ଯତ୍ନନେଇ ସୁରକ୍ଷା କରିବେ”