# where they had been committed to the grace of God ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଠାରେ ଆନ୍ତିୟଖିଆର ବିଶ୍ବାସୀ ଓ ନେତାମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଈଶ୍ବରଙ୍କ ଅନୁଗ୍ରହ ନିକଟରେ ସମର୍ପଣ କରିଥିଲେ” କିମ୍ବା “ଯେଉଁଠାରେ ଆନ୍ତିୟଖିଆର ଲୋକମାନେ ପ୍ରାର୍ଥନା କରିଥିଲେ ଯେ ଈଶ୍ବର ପାଉଲ ଓ ବର୍ଣ୍ଣବ୍ବାଙ୍କର ଯତ୍ନନେଇ ସୁରକ୍ଷା କରିବେ”