or_tn/act/14/16.md

8 lines
648 B
Markdown
Raw Permalink Normal View History

2020-11-19 00:15:53 +00:00
# In the past ages
ଅତୀତରେ କିମ୍ବା “ଏ ପର୍ଯ୍ୟନ୍ତ”
# to walk in their own ways
ରାସ୍ତାରେ ଚାଲିବା କିମ୍ବା ପଥରେ ଚାଲିବା ଏକ ରୂପକ ଶବ୍ଦ ଯାହାର ଅର୍ଥ ଜୀବନଯାପନ କରିବା I ବିକଳ୍ପ ଅନୁବାଦ: “ସେମାନେ ଯେପରି ଚାହୁଁଥିଲେ ସେପରି ଜୀବନଯାପନ କରିବା” କିମ୍ବା “ସେମାନେ ଯାହା ଇଚ୍ଛା ତାହା କରିବା” (ଦେଖ: [[rc://*/ta/man/translate/figs-metaphor]])