# In the past ages ଅତୀତରେ କିମ୍ବା “ଏ ପର୍ଯ୍ୟନ୍ତ” # to walk in their own ways ରାସ୍ତାରେ ଚାଲିବା କିମ୍ବା ପଥରେ ଚାଲିବା ଏକ ରୂପକ ଶବ୍ଦ ଯାହାର ଅର୍ଥ ଜୀବନଯାପନ କରିବା I ବିକଳ୍ପ ଅନୁବାଦ: “ସେମାନେ ଯେପରି ଚାହୁଁଥିଲେ ସେପରି ଜୀବନଯାପନ କରିବା” କିମ୍ବା “ସେମାନେ ଯାହା ଇଚ୍ଛା ତାହା କରିବା” (ଦେଖ: [[rc://*/ta/man/translate/figs-metaphor]])