or_tn/act/14/13.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# The priest of Zeus, whose temple was just outside the city, brought
ଯାଜକ ବିଷୟରେ ଅତିରିକ୍ତ ସୂଚନା ଯୋଡିବା ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “ଠିକ୍ ନଗରର ବାହାରେ ଗୋଟିଏ ମନ୍ଦିର ଥିଲା ଯେଉଁଠାରେ ଲୋକମାନେ ବୁଧକୁ ପୂଜା କରୁଥିଲେ I ଯେତେବେଳେ ମନ୍ଦିରରେ ସେବା କରୁଥିବା ଯାଜକ ପାଉଲ ଓ ବର୍ଣ୍ଣବ୍ବା କରିଥିବା ବିଷୟ ଶୁଣିଲା, ସେ ଆଣିଲା” (ଦେଖ: [[rc://*/ta/man/translate/figs-explicit]])
# oxen and wreaths
ବୃଷ ଗୁଡିକୁ ବଳି କରିବାର ଥିଲା I ଫୁଲହାର ଗୁଡ଼ିକ ପାଉଲ ଓ ବର୍ଣ୍ଣବ୍ବାଙ୍କ ଉପରେ ପକାଇବାପାଇଁ କିମ୍ବା ବଳି କରିବାକୁ ଥିବା ବୃଷଗୁଡିକ ଉପରେ ପକାଇବାକୁ ଆଣିଥିଲେ I
# to the gates
ନଗରର ଲୋକମାନଙ୍କ ପାଇଁ ନଗର ଦ୍ବାରଗୁଡ଼ିକ ସାଧାରଣତଃ ସଭାସ୍ଥଳ ଭାବରେ ବ୍ୟବହାର କରାଯାଉଥିଲା I
# wanted to offer sacrifice
ବୁଧ ଓ ବୃହସ୍ପତି ଦେବତା ଭାବରେ ପାଉଲ ଓ ବର୍ଣ୍ଣବ୍ବାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବାକୁ ଚାହିଁଥିଲେ