# The priest of Zeus, whose temple was just outside the city, brought ଯାଜକ ବିଷୟରେ ଅତିରିକ୍ତ ସୂଚନା ଯୋଡିବା ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “ଠିକ୍ ନଗରର ବାହାରେ ଗୋଟିଏ ମନ୍ଦିର ଥିଲା ଯେଉଁଠାରେ ଲୋକମାନେ ବୁଧକୁ ପୂଜା କରୁଥିଲେ I ଯେତେବେଳେ ମନ୍ଦିରରେ ସେବା କରୁଥିବା ଯାଜକ ପାଉଲ ଓ ବର୍ଣ୍ଣବ୍ବା କରିଥିବା ବିଷୟ ଶୁଣିଲା, ସେ ଆଣିଲା” (ଦେଖ: [[rc://*/ta/man/translate/figs-explicit]]) # oxen and wreaths ବୃଷ ଗୁଡିକୁ ବଳି କରିବାର ଥିଲା I ଫୁଲହାର ଗୁଡ଼ିକ ପାଉଲ ଓ ବର୍ଣ୍ଣବ୍ବାଙ୍କ ଉପରେ ପକାଇବାପାଇଁ କିମ୍ବା ବଳି କରିବାକୁ ଥିବା ବୃଷଗୁଡିକ ଉପରେ ପକାଇବାକୁ ଆଣିଥିଲେ I # to the gates ନଗରର ଲୋକମାନଙ୍କ ପାଇଁ ନଗର ଦ୍ବାରଗୁଡ଼ିକ ସାଧାରଣତଃ ସଭାସ୍ଥଳ ଭାବରେ ବ୍ୟବହାର କରାଯାଉଥିଲା I # wanted to offer sacrifice ବୁଧ ଓ ବୃହସ୍ପତି ଦେବତା ଭାବରେ ପାଉଲ ଓ ବର୍ଣ୍ଣବ୍ବାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବାକୁ ଚାହିଁଥିଲେ