or_tn/act/13/25.md

20 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Who do you think I am?
ସେ କିଏ ଏହା ଚିନ୍ତା କରିବାପାଇଁ ଲୋକମାନଙ୍କୁ ବାଧ୍ୟ କରିବାକୁ ଯୋହନ ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ମୁଁ କିଏ ତାହା ଚିନ୍ତା କରନ୍ତୁ” (ଦେଖ: [[rc://*/ta/man/translate/figs-rquestion]])
# I am not the one
ଯୋହନ ମଶୀହଙ୍କ ବିଷୟରେ ଇଙ୍ଗିତ କରୁଥିଲେ, ଯାହାଙ୍କୁ ଆସିବେ ବୋଲି ସେମାନେ ଅପେକ୍ଷା କରୁଥିଲେ I ବିକଳ୍ପ ଅନୁବାଦ: “ମୁଁ ମଶୀହ ନୁହେଁ” (ଦେଖ: [[rc://*/ta/man/translate/figs-explicit]])
# But listen
ସେ ଏହା ପରେ କ’ଣ କହିବେ, ସେହି ବିଷୟକୁ ଏହା ଗୁରୁତ୍ବ ଦେଉଛି
# one is coming after me
ଏହା ମଧ୍ୟ ମଶୀହଙ୍କୁ ଇଙ୍ଗିତ କରୁଅଛି I ବିକଳ୍ପ ଅନୁବାଦ: “ମଶୀହ ଶୀଘ୍ର ଆସିବେ” (ଦେଖ: [[rc://*/ta/man/translate/figs-explicit]])
# the shoes of whose feet I am not worthy to untie
ମୁଁ ତାହାଙ୍କ ଜୋତାର ବନ୍ଧନୀ ଫିଟାଇବାକୁ ମଧ୍ୟ ଯୋଗ୍ୟ ନୁହେଁ I ମଶୀହ ଯୋହନଙ୍କଠାରୁ ଏତେ ମହାନ୍ ଯେ ତାହାଙ୍କର ନୀଚତମ କାର୍ଯ୍ୟ ପାଇଁ ମଧ୍ୟ ସେ ନିଜକୁ ଯୋଗ୍ୟ ବୋଲି ଭାବୁ ନ ଥିଲେ I