# Who do you think I am? ସେ କିଏ ଏହା ଚିନ୍ତା କରିବାପାଇଁ ଲୋକମାନଙ୍କୁ ବାଧ୍ୟ କରିବାକୁ ଯୋହନ ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ମୁଁ କିଏ ତାହା ଚିନ୍ତା କରନ୍ତୁ” (ଦେଖ: [[rc://*/ta/man/translate/figs-rquestion]]) # I am not the one ଯୋହନ ମଶୀହଙ୍କ ବିଷୟରେ ଇଙ୍ଗିତ କରୁଥିଲେ, ଯାହାଙ୍କୁ ଆସିବେ ବୋଲି ସେମାନେ ଅପେକ୍ଷା କରୁଥିଲେ I ବିକଳ୍ପ ଅନୁବାଦ: “ମୁଁ ମଶୀହ ନୁହେଁ” (ଦେଖ: [[rc://*/ta/man/translate/figs-explicit]]) # But listen ସେ ଏହା ପରେ କ’ଣ କହିବେ, ସେହି ବିଷୟକୁ ଏହା ଗୁରୁତ୍ବ ଦେଉଛି # one is coming after me ଏହା ମଧ୍ୟ ମଶୀହଙ୍କୁ ଇଙ୍ଗିତ କରୁଅଛି I ବିକଳ୍ପ ଅନୁବାଦ: “ମଶୀହ ଶୀଘ୍ର ଆସିବେ” (ଦେଖ: [[rc://*/ta/man/translate/figs-explicit]]) # the shoes of whose feet I am not worthy to untie ମୁଁ ତାହାଙ୍କ ଜୋତାର ବନ୍ଧନୀ ଫିଟାଇବାକୁ ମଧ୍ୟ ଯୋଗ୍ୟ ନୁହେଁ I ମଶୀହ ଯୋହନଙ୍କଠାରୁ ଏତେ ମହାନ୍ ଯେ ତାହାଙ୍କର ନୀଚତମ କାର୍ଯ୍ୟ ପାଇଁ ମଧ୍ୟ ସେ ନିଜକୁ ଯୋଗ୍ୟ ବୋଲି ଭାବୁ ନ ଥିଲେ I