or_tn/act/12/14.md

20 lines
853 B
Markdown
Raw Permalink Normal View History

2020-11-19 00:15:53 +00:00
# out of joy
କାରଣ ସେ ଅତି ଆନନ୍ଦିତ ଥିଲା କିମ୍ବା “ଅତ୍ୟଧିକ ବିଭୋର ହୋଇଯାଇ”
# failed to open the door
ଦ୍ବାର ଖୋଲିଲା ନାହିଁ କିମ୍ବା “ଦ୍ବାର ଖୋଲିବାକୁ ଭୁଲିଗଲା”
# came running into the room
ତୁମେ ଏହା କହିବାକୁ ପସନ୍ଦ କରିପାର ଯେ “ସେ ଘର ଭିତରେ କୋଠରୀକୁ ଦୌଡ଼ିଗଲା”
# she reported
ସେ ସେମାନଙ୍କୁ କହିଲା କିମ୍ବା “ସେ କହିଲା”
# standing at the door
ଦ୍ବାର ପାଖରେ ଠିଆ ହୋଇଛନ୍ତି I ପିତର ସେ ପର୍ଯ୍ୟନ୍ତ ଦ୍ବାର ପାଖରେ ଠିଆ ହୋଇଥିଲେ I