# out of joy କାରଣ ସେ ଅତି ଆନନ୍ଦିତ ଥିଲା କିମ୍ବା “ଅତ୍ୟଧିକ ବିଭୋର ହୋଇଯାଇ” # failed to open the door ଦ୍ବାର ଖୋଲିଲା ନାହିଁ କିମ୍ବା “ଦ୍ବାର ଖୋଲିବାକୁ ଭୁଲିଗଲା” # came running into the room ତୁମେ ଏହା କହିବାକୁ ପସନ୍ଦ କରିପାର ଯେ “ସେ ଘର ଭିତରେ କୋଠରୀକୁ ଦୌଡ଼ିଗଲା” # she reported ସେ ସେମାନଙ୍କୁ କହିଲା କିମ୍ବା “ସେ କହିଲା” # standing at the door ଦ୍ବାର ପାଖରେ ଠିଆ ହୋଇଛନ୍ତି I ପିତର ସେ ପର୍ଯ୍ୟନ୍ତ ଦ୍ବାର ପାଖରେ ଠିଆ ହୋଇଥିଲେ I