or_tn/act/11/24.md

8 lines
766 B
Markdown
Raw Permalink Normal View History

2020-11-19 00:15:53 +00:00
# full of the Holy Spirit
ପବିତ୍ର ଆତ୍ମା ବର୍ଣ୍ଣବ୍ବାଙ୍କୁ ନିୟନ୍ତ୍ରଣ କଲେ ଯେହେତୁ ସେ ପବିତ୍ର ଆତ୍ମାଙ୍କର ଅଜ୍ଞାବହ ହେଲେ I
# many people were added to the Lord
ଏଠାରେ “ସଂଯୁକ୍ତ ହେଲେ” ଶବ୍ଦର ଅର୍ଥ ହେଉଛି ସେମାନେ ଅନ୍ୟମାନଙ୍କ ପରି ସମାନ ବିଷୟ ବିଶ୍ବାସ କରିବାକୁ ଲାଗିଲେ I ବିକଳ୍ପ ଅନୁବାଦ: “ଆହୁରି ଅନେକ ଲୋକ ମଧ୍ୟ ପ୍ରଭୁଙ୍କଠାରେ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-metonymy]])