# full of the Holy Spirit ପବିତ୍ର ଆତ୍ମା ବର୍ଣ୍ଣବ୍ବାଙ୍କୁ ନିୟନ୍ତ୍ରଣ କଲେ ଯେହେତୁ ସେ ପବିତ୍ର ଆତ୍ମାଙ୍କର ଅଜ୍ଞାବହ ହେଲେ I # many people were added to the Lord ଏଠାରେ “ସଂଯୁକ୍ତ ହେଲେ” ଶବ୍ଦର ଅର୍ଥ ହେଉଛି ସେମାନେ ଅନ୍ୟମାନଙ୍କ ପରି ସମାନ ବିଷୟ ବିଶ୍ବାସ କରିବାକୁ ଲାଗିଲେ I ବିକଳ୍ପ ଅନୁବାଦ: “ଆହୁରି ଅନେକ ଲୋକ ମଧ୍ୟ ପ୍ରଭୁଙ୍କଠାରେ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-metonymy]])