or_tn/act/09/26.md

8 lines
805 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ କେବଳ ଗୋଟିଏ ଥରକୁ ଛାଡିଦେଲେ “ସେ” ଓ “ତାହାଙ୍କୁ” ଶବ୍ଦ ଶାଉଲଙ୍କୁ ବୁଝାଉଛି I “ଆଉ ୨୭ ପଦରେ ‘ସେ’ କହିଲେ କିପରି” ବର୍ଣ୍ଣବ୍ବାକୁ ବୁଝାଏ I
# but they were all afraid of him
ଏଠାରେ “ସେମାନେ ସମସ୍ତେ” ସର୍ବ ସାଧାରଣ ବ୍ୟବହାର, କିନ୍ତୁ ଏହା ସମ୍ଭବ ଯେ ଏହା ସମସ୍ତଙ୍କୁ ବୁଝାଇବ I ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ ତାହାଙ୍କୁ ଭୟ କରୁଥିଲେ” (ଦେଖ: [[rc://*/ta/man/translate/figs-hyperbole]])