# General Information: ଏଠାରେ କେବଳ ଗୋଟିଏ ଥରକୁ ଛାଡିଦେଲେ “ସେ” ଓ “ତାହାଙ୍କୁ” ଶବ୍ଦ ଶାଉଲଙ୍କୁ ବୁଝାଉଛି I “ଆଉ ୨୭ ପଦରେ ‘ସେ’ କହିଲେ କିପରି” ବର୍ଣ୍ଣବ୍ବାକୁ ବୁଝାଏ I # but they were all afraid of him ଏଠାରେ “ସେମାନେ ସମସ୍ତେ” ସର୍ବ ସାଧାରଣ ବ୍ୟବହାର, କିନ୍ତୁ ଏହା ସମ୍ଭବ ଯେ ଏହା ସମସ୍ତଙ୍କୁ ବୁଝାଇବ I ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ ତାହାଙ୍କୁ ଭୟ କରୁଥିଲେ” (ଦେଖ: [[rc://*/ta/man/translate/figs-hyperbole]])