or_tn/act/07/51.md

16 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏକ ତୀବ୍ର ଅନୁଯୋଗ ସହ, ସ୍ତିଫାନ ମହାଯାଜକ ଓ ମହାସଭା ପ୍ରତି [ପ୍ରେରିତ ୭:](../07/02.md)ରେ ଆରମ୍ଭ କରିଥିବା ଆପଣାର ପ୍ରତ୍ୟୁତ୍ତର ଶେଷ କରୁଛନ୍ତି I
# You people who are stiff-necked
ସ୍ତିଫାନ ପ୍ରଥମେ ଯିହୂଦୀ ନେତାମାନଙ୍କ ସହ ଆପଣାକୁ ଶାମିଲ୍ କରିବା ପରେ ତହିଁରୁ ନିଜକୁ ପୃଥକ୍ କରିନେଇ ସେମାନଙ୍କୁ ଅନୁଯୋଗ କରୁଛନ୍ତି I
# stiff-necked
ଏହାର ଅର୍ଥ ନୁହେଁ ଯେ ସେମାନଙ୍କର ଗ୍ରୀବା ଶକ୍ତ ଥିଲା ମାତ୍ର ସେମାନେ ବରଂ “କଠୋର” ଥିଲେ I” (ଦେଖ: [[rc://*/ta/man/translate/figs-idiom]])
# uncircumcised in heart and ears
ଯିହୂଦୀମାନେ ଅସୁନ୍ନତ ଲୋକମାନଙ୍କୁ ଈଶ୍ବରଙ୍କ ଅବାଧ୍ୟ ବୋଲି ବିବେଚନା କରୁଥିଲେ I ସ୍ତିଫାନ “ହୃଦୟ ଓ କର୍ଣ୍ଣ” ଶବ୍ଦଗୁଡ଼ିକୁ ଯିହୂଦୀ ନେତାମାନଙ୍କ ନିମନ୍ତେ ବ୍ୟବହାର କରିଥିଲେ, ଯେଉଁମାନେ ବିଜାତିମାନଙ୍କ ସଦୃଶ କର୍ମ କରି ଈଶ୍ବରଙ୍କର ଆଜ୍ଞା ମାନିଲେ ନାହିଁ କି ଶୁଣିଲେ ନାହିଁ I ବିକଳ୍ପ ଅନୁବାଦ: ତୁମ୍ଭେମାନେ ମାନିବାକୁ ଓ ଶୁଣିବାକୁ ପ୍ରତିରୋଧ କରୁଅଛ” (ଦେଖ: [[rc://*/ta/man/translate/figs-metonymy]])