# Connecting Statement: ଏକ ତୀବ୍ର ଅନୁଯୋଗ ସହ, ସ୍ତିଫାନ ମହାଯାଜକ ଓ ମହାସଭା ପ୍ରତି [ପ୍ରେରିତ ୭:୨](../07/02.md)ରେ ଆରମ୍ଭ କରିଥିବା ଆପଣାର ପ୍ରତ୍ୟୁତ୍ତର ଶେଷ କରୁଛନ୍ତି I # You people who are stiff-necked ସ୍ତିଫାନ ପ୍ରଥମେ ଯିହୂଦୀ ନେତାମାନଙ୍କ ସହ ଆପଣାକୁ ଶାମିଲ୍ କରିବା ପରେ ତହିଁରୁ ନିଜକୁ ପୃଥକ୍ କରିନେଇ ସେମାନଙ୍କୁ ଅନୁଯୋଗ କରୁଛନ୍ତି I # stiff-necked ଏହାର ଅର୍ଥ ନୁହେଁ ଯେ ସେମାନଙ୍କର ଗ୍ରୀବା ଶକ୍ତ ଥିଲା ମାତ୍ର ସେମାନେ ବରଂ “କଠୋର” ଥିଲେ I” (ଦେଖ: [[rc://*/ta/man/translate/figs-idiom]]) # uncircumcised in heart and ears ଯିହୂଦୀମାନେ ଅସୁନ୍ନତ ଲୋକମାନଙ୍କୁ ଈଶ୍ବରଙ୍କ ଅବାଧ୍ୟ ବୋଲି ବିବେଚନା କରୁଥିଲେ I ସ୍ତିଫାନ “ହୃଦୟ ଓ କର୍ଣ୍ଣ” ଶବ୍ଦଗୁଡ଼ିକୁ ଯିହୂଦୀ ନେତାମାନଙ୍କ ନିମନ୍ତେ ବ୍ୟବହାର କରିଥିଲେ, ଯେଉଁମାନେ ବିଜାତିମାନଙ୍କ ସଦୃଶ କର୍ମ କରି ଈଶ୍ବରଙ୍କର ଆଜ୍ଞା ମାନିଲେ ନାହିଁ କି ଶୁଣିଲେ ନାହିଁ I ବିକଳ୍ପ ଅନୁବାଦ: ତୁମ୍ଭେମାନେ ମାନିବାକୁ ଓ ଶୁଣିବାକୁ ପ୍ରତିରୋଧ କରୁଅଛ” (ଦେଖ: [[rc://*/ta/man/translate/figs-metonymy]])