or_tn/act/04/36.md

8 lines
926 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଲୂକ ଘଟଣା ମଧ୍ୟରେ ବର୍ଣ୍ଣବ୍ବାଙ୍କୁ ପରିଚୟ କରାନ୍ତି I (ଦେଖ: [[rc://*/ta/man/translate/writing-participants]])
# Son of Encouragement
ପ୍ରେରିତମାନେ ଏହା ଦେଖାଇବାକୁ ଏହି ନାମ ବ୍ୟବହାର କରିଥିଲେ ଯେ ଯୋଷେଫ ଜଣେ ବ୍ୟକ୍ତି ଯେ କି ଅନ୍ୟମାନଙ୍କୁ ଉତ୍ସାହ ଦେଉଥିଲେ I ଜଣେ ଲୋକର ବ୍ୟବହାର ଓ ଚରିତ୍ରକୁ ବର୍ଣ୍ଣନା କରିବାପାଇଁ “ପୁତ୍ର” ଶବ୍ଦଟି ହେଉଛି ଏକ ରୁଢ଼ି I ବିକଳ୍ପ ଅନୁବାଦ: “ଉତ୍ସାହକାରୀ” କିମ୍ବା “ ଯେ ଉତ୍ସାହ ଦିଅନ୍ତି” (ଦେଖ: [[rc://*/ta/man/translate/figs-idiom]])