# General Information: ଲୂକ ଘଟଣା ମଧ୍ୟରେ ବର୍ଣ୍ଣବ୍ବାଙ୍କୁ ପରିଚୟ କରାନ୍ତି I (ଦେଖ: [[rc://*/ta/man/translate/writing-participants]]) # Son of Encouragement ପ୍ରେରିତମାନେ ଏହା ଦେଖାଇବାକୁ ଏହି ନାମ ବ୍ୟବହାର କରିଥିଲେ ଯେ ଯୋଷେଫ ଜଣେ ବ୍ୟକ୍ତି ଯେ କି ଅନ୍ୟମାନଙ୍କୁ ଉତ୍ସାହ ଦେଉଥିଲେ I ଜଣେ ଲୋକର ବ୍ୟବହାର ଓ ଚରିତ୍ରକୁ ବର୍ଣ୍ଣନା କରିବାପାଇଁ “ପୁତ୍ର” ଶବ୍ଦଟି ହେଉଛି ଏକ ରୁଢ଼ି I ବିକଳ୍ପ ଅନୁବାଦ: “ଉତ୍ସାହକାରୀ” କିମ୍ବା “ ଯେ ଉତ୍ସାହ ଦିଅନ୍ତି” (ଦେଖ: [[rc://*/ta/man/translate/figs-idiom]])