or_tn/act/03/10.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# noticed that it was the man
ବୁଝିପାରିଲେ ଯେ ଏ ସେହି ଲୋକ କିଅବା “ସେ ସେହି ଲୋକ ବୋଲି ଚିହ୍ନିଲେ”
# the Beautiful Gate
ଏହା ମନ୍ଦିର ଅଞ୍ଚଳକୁ ପ୍ରବେଶ କରିବା ନିମନ୍ତେ ଗୋଟିଏ ଦ୍ବାରର ନାମ ଥିଲା I [ପ୍ରେରିତ ୩: ](../03/02.md)ରେ ତୁମେ ଏଭଳି ଅଂଶକୁ କିପରି ଅନୁବାଦ କଲ ତାହା ଦେଖ I
# they were filled with wonder and amazement
ଏଠାରେ “ବିସ୍ମୟାପନ୍ନ” ଓ “ଆଚମ୍ବିତ” ଏକାପରି ଅର୍ଥ ପ୍ରକାଶ କରେ ଓ ଲୋକମାନଙ୍କ ବିସ୍ମୟାପନ୍ନ ଭାବର ତୀବ୍ରତାକୁ ଗୁରୁତ୍ବ ପ୍ରଦାନ କରେ I ବିକଳ୍ପ ଅନୁବାଦ: “ସେମାନେ ଅତିଶୟ ଆଚମ୍ବିତ ହେଲେ” (ଦେଖ: [[rc://*/ta/man/translate/figs-doublet]])