# noticed that it was the man ବୁଝିପାରିଲେ ଯେ ଏ ସେହି ଲୋକ କିଅବା “ସେ ସେହି ଲୋକ ବୋଲି ଚିହ୍ନିଲେ” # the Beautiful Gate ଏହା ମନ୍ଦିର ଅଞ୍ଚଳକୁ ପ୍ରବେଶ କରିବା ନିମନ୍ତେ ଗୋଟିଏ ଦ୍ବାରର ନାମ ଥିଲା I [ପ୍ରେରିତ ୩:୨ ](../03/02.md)ରେ ତୁମେ ଏଭଳି ଅଂଶକୁ କିପରି ଅନୁବାଦ କଲ ତାହା ଦେଖ I # they were filled with wonder and amazement ଏଠାରେ “ବିସ୍ମୟାପନ୍ନ” ଓ “ଆଚମ୍ବିତ” ଏକାପରି ଅର୍ଥ ପ୍ରକାଶ କରେ ଓ ଲୋକମାନଙ୍କ ବିସ୍ମୟାପନ୍ନ ଭାବର ତୀବ୍ରତାକୁ ଗୁରୁତ୍ବ ପ୍ରଦାନ କରେ I ବିକଳ୍ପ ଅନୁବାଦ: “ସେମାନେ ଅତିଶୟ ଆଚମ୍ବିତ ହେଲେ” (ଦେଖ: [[rc://*/ta/man/translate/figs-doublet]])