or_tn/act/01/09.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# as they were looking up
ସେମାନେ ଦେଖୁଥିବା ସମୟରେ I ପ୍ରେରିତମାନେ ଯୀଶୁଙ୍କ ଆଡକୁ “ଉର୍ଦ୍ଧ୍ବ ଦୃଷ୍ଟିକରି ଚାହୁଁଥିଲେ” କାରଣ ଯୀଶୁ ଆକାଶ ନିକଟକୁ ଉତ୍ଥିତ ହେଉଥିଲେ I ବିକଳ୍ପ ଅନୁବାଦ: ସେମାନେ ଆକାଶ ଆଡକୁ ଉର୍ଦ୍ଧ୍ବଦୃଷ୍ଟି କରୁଥିବା ସମୟରେ” (ଦେଖ: [[rc://*/ta/man/translate/figs-explicit]])
# he was raised up
ଏହା କର୍ମ ବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଆକାଶ ଆଡକୁ ଉତ୍ଥିତ ହେଲେ” କିମ୍ବା “ଈଶ୍ବର ତାହାଙ୍କୁ ଆକାଶ ଆଡକୁ ଉଠାଇନେଲେ” (ଦେଖ: [[rc://*/ta/man/translate/figs-activepassive]])
# a cloud hid him from their eyes
ଖଣ୍ଡେ ମେଘ ସେମାନଙ୍କର ଦୃଷ୍ଟିକୁ ନିରୋଧ କଲା ଯେପରି ସେମାନେ ତାହାଙ୍କୁ ଆଉ ଦେଖିପାରିବେ ନାହିଁ