# as they were looking up ସେମାନେ ଦେଖୁଥିବା ସମୟରେ I ପ୍ରେରିତମାନେ ଯୀଶୁଙ୍କ ଆଡକୁ “ଉର୍ଦ୍ଧ୍ବ ଦୃଷ୍ଟିକରି ଚାହୁଁଥିଲେ” କାରଣ ଯୀଶୁ ଆକାଶ ନିକଟକୁ ଉତ୍ଥିତ ହେଉଥିଲେ I ବିକଳ୍ପ ଅନୁବାଦ: ସେମାନେ ଆକାଶ ଆଡକୁ ଉର୍ଦ୍ଧ୍ବଦୃଷ୍ଟି କରୁଥିବା ସମୟରେ” (ଦେଖ: [[rc://*/ta/man/translate/figs-explicit]]) # he was raised up ଏହା କର୍ମ ବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଆକାଶ ଆଡକୁ ଉତ୍ଥିତ ହେଲେ” କିମ୍ବା “ଈଶ୍ବର ତାହାଙ୍କୁ ଆକାଶ ଆଡକୁ ଉଠାଇନେଲେ” (ଦେଖ: [[rc://*/ta/man/translate/figs-activepassive]]) # a cloud hid him from their eyes ଖଣ୍ଡେ ମେଘ ସେମାନଙ୍କର ଦୃଷ୍ଟିକୁ ନିରୋଧ କଲା ଯେପରି ସେମାନେ ତାହାଙ୍କୁ ଆଉ ଦେଖିପାରିବେ ନାହିଁ