or_tn/2th/03/13.md

12 lines
840 B
Markdown
Raw Permalink Normal View History

2020-11-19 00:15:53 +00:00
# But
ଅଳସୁଆ ବିଶ୍ବାସୀମାନଙ୍କ ସହ କଠିନ ପରିଶ୍ରମୀ ବିଶ୍ବାସୀମାନଙ୍କୁ ତୁଳନା କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I
# you, brothers
“ତୁମ୍ଭେମାନେ” ଶବ୍ଦଟି ସମସ୍ତ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
# brothers
ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: [[rc://*/ta/man/translate/figs-gendernotations]])