# But ଅଳସୁଆ ବିଶ୍ବାସୀମାନଙ୍କ ସହ କଠିନ ପରିଶ୍ରମୀ ବିଶ୍ବାସୀମାନଙ୍କୁ ତୁଳନା କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I # you, brothers “ତୁମ୍ଭେମାନେ” ଶବ୍ଦଟି ସମସ୍ତ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]]) # brothers ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: [[rc://*/ta/man/translate/figs-gendernotations]])