8 lines
749 B
Markdown
8 lines
749 B
Markdown
|
# he did not spare the ancient world
|
||
|
|
||
|
ଏଠାରେ “ଜଗତ” ତହିଁରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ପୁରାତନ ଜଗତରେ ବାସ କରୁଥିବା ଲୋକମାନଙ୍କୁ ଛାଡିଲେ ନାହିଁ” (ଦେଖ: [[rc://*/ta/man/translate/figs-metonymy]])
|
||
|
|
||
|
# he preserved Noah ... along with seven others
|
||
|
|
||
|
ଯେତେବେଳେ ଈଶ୍ବର ପୁରାତନ ଜଗତରେ ବାସ କରୁଥିବା ଅବଶିଷ୍ଟ ଲୋକମାନଙ୍କୁ ବିନାଶ କଲେ, ସେ ନୋହ ଓ ଅନ୍ୟ ସାତ ଜଣକୁ ବିନାଶ କଲେ ନାହିଁ I
|