# he did not spare the ancient world ଏଠାରେ “ଜଗତ” ତହିଁରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ପୁରାତନ ଜଗତରେ ବାସ କରୁଥିବା ଲୋକମାନଙ୍କୁ ଛାଡିଲେ ନାହିଁ” (ଦେଖ: [[rc://*/ta/man/translate/figs-metonymy]]) # he preserved Noah ... along with seven others ଯେତେବେଳେ ଈଶ୍ବର ପୁରାତନ ଜଗତରେ ବାସ କରୁଥିବା ଅବଶିଷ୍ଟ ଲୋକମାନଙ୍କୁ ବିନାଶ କଲେ, ସେ ନୋହ ଓ ଅନ୍ୟ ସାତ ଜଣକୁ ବିନାଶ କଲେ ନାହିଁ I