or_tn/2co/06/11.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ କରିନ୍ଥର ବିଶ୍ବାସୀମାନଙ୍କୁ ପ୍ରତିମା ଗୁଡିକଠାରୁ ପୃଥକୀକୃତ ହୋଇ ଈଶ୍ବରଙ୍କ ନିମନ୍ତେ ଶୁଚି ଜୀବନ ଯାପନ କରିବାପାଇଁ ଉତ୍ସାହ ଦେଉଛନ୍ତି I
# spoken the whole truth to you
ତୁମ୍ଭମାନଙ୍କୁ ସଚ୍ଚୋଟ ଭାବରେ କହିଅଛୁ
# our heart is wide open
ପାଉଲ କରିନ୍ଥୀୟମାନଙ୍କ ନିମନ୍ତେ ତାହାଙ୍କର ମହାପ୍ରେମକୁ ଏକ ପ୍ରଶସ୍ତ ହୃଦୟ ଥିବା ସଦୃଶ ବୋଲି କହୁଛନ୍ତି I ଏଠାରେ “ହୃଦୟ” ଜଣେ ଲୋକର ଭାବ ପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ବହୁଳଭାବେ ପ୍ରେମ କରୁଅଛୁ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])