# Connecting Statement: ପାଉଲ କରିନ୍ଥର ବିଶ୍ବାସୀମାନଙ୍କୁ ପ୍ରତିମା ଗୁଡିକଠାରୁ ପୃଥକୀକୃତ ହୋଇ ଈଶ୍ବରଙ୍କ ନିମନ୍ତେ ଶୁଚି ଜୀବନ ଯାପନ କରିବାପାଇଁ ଉତ୍ସାହ ଦେଉଛନ୍ତି I # spoken the whole truth to you ତୁମ୍ଭମାନଙ୍କୁ ସଚ୍ଚୋଟ ଭାବରେ କହିଅଛୁ # our heart is wide open ପାଉଲ କରିନ୍ଥୀୟମାନଙ୍କ ନିମନ୍ତେ ତାହାଙ୍କର ମହାପ୍ରେମକୁ ଏକ ପ୍ରଶସ୍ତ ହୃଦୟ ଥିବା ସଦୃଶ ବୋଲି କହୁଛନ୍ତି I ଏଠାରେ “ହୃଦୟ” ଜଣେ ଲୋକର ଭାବ ପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ବହୁଳଭାବେ ପ୍ରେମ କରୁଅଛୁ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])