or_tn/2co/03/12.md

8 lines
388 B
Markdown
Raw Permalink Normal View History

2020-11-19 00:15:53 +00:00
# Since we have such a hope
ପାଉଲ ଏବେ ଯାହା କହିଛନ୍ତି, ତା’କୁ ଏହା ଇଂଗିତ କରୁଛି I ନୂତନ ନିୟମର ଏକ ଅନନ୍ତ ଗୌରବ ଅଛି ବୋଲି ଜାଣିବା ବିଷୟରୁ ତାଙ୍କର ଭରସା ଆସିଥାଏ I
# such a hope
ଏହି ପ୍ରକାର ଭରସା