# Since we have such a hope ପାଉଲ ଏବେ ଯାହା କହିଛନ୍ତି, ତା’କୁ ଏହା ଇଂଗିତ କରୁଛି I ନୂତନ ନିୟମର ଏକ ଅନନ୍ତ ଗୌରବ ଅଛି ବୋଲି ଜାଣିବା ବିଷୟରୁ ତାଙ୍କର ଭରସା ଆସିଥାଏ I # such a hope ଏହି ପ୍ରକାର ଭରସା