or_tn/2co/01/21.md

8 lines
1015 B
Markdown
Raw Permalink Normal View History

2020-11-19 00:15:53 +00:00
# God who confirms us with you
ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଈଶ୍ବର ଯେ କି ପରସ୍ପର ସହିତ ଆମ୍ଭମାନଙ୍କର ସମ୍ପର୍କକୁ ଦୃଢୀଭୁତ କରନ୍ତି, କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଅଛୁ” କିମ୍ବା ) “ଈଶ୍ବର ଯେ କି ଖ୍ରୀଷ୍ଟଙ୍କ ଠାରେ ଉଭୟ ତୁମ୍ଭ ଓ ଆମ୍ଭମାନଙ୍କର ସମ୍ପର୍କକୁ ଦୃଢୀଭୁତ କରନ୍ତି I”
# he anointed us
ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ସେ ଆମ୍ଭମାନଙ୍କୁ ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ” କିମ୍ବା ) ସେ ଆମ୍ଭମାନଙ୍କୁ ଆପଣା ଲୋକ ହେବା ନିମନ୍ତେ ମନୋନୀତ କଲେ I”