# God who confirms us with you ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଈଶ୍ବର ଯେ କି ପରସ୍ପର ସହିତ ଆମ୍ଭମାନଙ୍କର ସମ୍ପର୍କକୁ ଦୃଢୀଭୁତ କରନ୍ତି, କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଅଛୁ” କିମ୍ବା ୨) “ଈଶ୍ବର ଯେ କି ଖ୍ରୀଷ୍ଟଙ୍କ ଠାରେ ଉଭୟ ତୁମ୍ଭ ଓ ଆମ୍ଭମାନଙ୍କର ସମ୍ପର୍କକୁ ଦୃଢୀଭୁତ କରନ୍ତି I” # he anointed us ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ସେ ଆମ୍ଭମାନଙ୍କୁ ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ” କିମ୍ବା ୨) ସେ ଆମ୍ଭମାନଙ୍କୁ ଆପଣା ଲୋକ ହେବା ନିମନ୍ତେ ମନୋନୀତ କଲେ I”