or_tn/1pe/03/22.md

8 lines
802 B
Markdown
Raw Permalink Normal View History

2020-11-19 00:15:53 +00:00
# Christ is at the right hand of God
“ଈଶ୍ବରଙ୍କ ଦକ୍ଷିଣ ହସ୍ତ"" ପାର୍ଶ୍ବରେ ରହିବା ବିଷୟ ହେଉଛି ଗୋଟିଏ ନିଦର୍ଶନ, ଯାହା ଈଶ୍ବର ଯୀଶୁ ଖ୍ରୀଷ୍ଟଙ୍କୁ ସମସ୍ତଙ୍କ ଉର୍ଦ୍ଧ୍ବରେ ଦେଇଥିବା ମହା ସମ୍ଭ୍ରମ ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଈଶ୍ବରଙ୍କ ପାର୍ଶ୍ବରେ ସମ୍ଭ୍ରମ ଓ ଅଧିକାରର ସ୍ଥାନରେ ଅଛନ୍ତି” (ଦେଖ: [[rc://*/ta/man/translate/figs-metonymy]])
# submit to him
ଯୀଶୁଖ୍ରୀଷ୍ଟଙ୍କର ବଶୀଭୂତ ହୁଅ