# Christ is at the right hand of God “ଈଶ୍ବରଙ୍କ ଦକ୍ଷିଣ ହସ୍ତ"" ପାର୍ଶ୍ବରେ ରହିବା ବିଷୟ ହେଉଛି ଗୋଟିଏ ନିଦର୍ଶନ, ଯାହା ଈଶ୍ବର ଯୀଶୁ ଖ୍ରୀଷ୍ଟଙ୍କୁ ସମସ୍ତଙ୍କ ଉର୍ଦ୍ଧ୍ବରେ ଦେଇଥିବା ମହା ସମ୍ଭ୍ରମ ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଈଶ୍ବରଙ୍କ ପାର୍ଶ୍ବରେ ସମ୍ଭ୍ରମ ଓ ଅଧିକାରର ସ୍ଥାନରେ ଅଛନ୍ତି” (ଦେଖ: [[rc://*/ta/man/translate/figs-metonymy]]) # submit to him ଯୀଶୁଖ୍ରୀଷ୍ଟଙ୍କର ବଶୀଭୂତ ହୁଅ