or_tn/1pe/01/07.md

20 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# This is for the proving of your faith
ଅଗ୍ନି ଯେପରି ସୁବର୍ଣ୍ଣକୁ ପରୀକ୍ଷା କରେ, ବିଶ୍ବାସୀମାନେ କିପରି ଦୃଢ଼ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା କରୁଛନ୍ତି, ଦୁଃଖଭୋଗ ତାହା ପରୀକ୍ଷା କରେ I (ଦେଖ: [[rc://*/ta/man/translate/figs-metaphor]])
# the proving of your faith
ବିଶ୍ବାସୀମାନେ କିପରି ଦୃଢ଼ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା କରୁଛନ୍ତି, ତାହା ଈଶ୍ବର ପରୀକ୍ଷା କରିବାକୁ ଚାହାନ୍ତି
# faith, which is more precious than gold that perishes, even though it is tested by fire
ବିଶ୍ବାସ ସୁବର୍ଣ୍ଣଠାରୁ ବହୁମୂଲ୍ୟ ଅଟେ, କାରଣ ସୁବର୍ଣ୍ଣ ଅଗ୍ନିରେ ପରୀକ୍ଷିତ ହେଲେ ସୁଦ୍ଧା ଅନନ୍ତକାଳସ୍ଥାୟୀ ନୁହେଁ I
# your faith will be found to result in praise, glory, and honor
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ଯେ ତୁମ୍ଭମାନଙ୍କ ବିଶ୍ବାସ ସକାଶୁ “ଈଶ୍ବର ତୁମ୍ଭମାନଙ୍କୁ ଅତ୍ୟଧିକ ଭାବରେ ସମ୍ମାନ କରିବେ” କିମ୍ବା ) ଏହା ଯେ “ତୁମ୍ଭମାନଙ୍କ ବିଶ୍ବାସ ଈଶ୍ବରଙ୍କ ପ୍ରତି ପ୍ରଶଂସା, ଗୌରବ ଓ ସମ୍ଭ୍ରମ ଆଣିବ”
# at the revealing of Jesus Christ
ଯେତେବେଳେ ଯୀଶୁଖ୍ରୀଷ୍ଟ ପ୍ରକାଶିତ ହେବେ I ଏହା ଖ୍ରୀଷ୍ଟଙ୍କର ପୁନରାଗମନକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ ମଧ୍ୟ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଯୀଶୁଖ୍ରୀଷ୍ଟ ସମସ୍ତ ଲୋକଙ୍କ ନିମନ୍ତେ ପ୍ରକାଶିତ ହେବେ” (ଦେଖ: [[rc://*/ta/man/translate/figs-activepassive]])