# This is for the proving of your faith ଅଗ୍ନି ଯେପରି ସୁବର୍ଣ୍ଣକୁ ପରୀକ୍ଷା କରେ, ବିଶ୍ବାସୀମାନେ କିପରି ଦୃଢ଼ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା କରୁଛନ୍ତି, ଦୁଃଖଭୋଗ ତାହା ପରୀକ୍ଷା କରେ I (ଦେଖ: [[rc://*/ta/man/translate/figs-metaphor]]) # the proving of your faith ବିଶ୍ବାସୀମାନେ କିପରି ଦୃଢ଼ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା କରୁଛନ୍ତି, ତାହା ଈଶ୍ବର ପରୀକ୍ଷା କରିବାକୁ ଚାହାନ୍ତି # faith, which is more precious than gold that perishes, even though it is tested by fire ବିଶ୍ବାସ ସୁବର୍ଣ୍ଣଠାରୁ ବହୁମୂଲ୍ୟ ଅଟେ, କାରଣ ସୁବର୍ଣ୍ଣ ଅଗ୍ନିରେ ପରୀକ୍ଷିତ ହେଲେ ସୁଦ୍ଧା ଅନନ୍ତକାଳସ୍ଥାୟୀ ନୁହେଁ I # your faith will be found to result in praise, glory, and honor ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ଯେ ତୁମ୍ଭମାନଙ୍କ ବିଶ୍ବାସ ସକାଶୁ “ଈଶ୍ବର ତୁମ୍ଭମାନଙ୍କୁ ଅତ୍ୟଧିକ ଭାବରେ ସମ୍ମାନ କରିବେ” କିମ୍ବା ୨) ଏହା ଯେ “ତୁମ୍ଭମାନଙ୍କ ବିଶ୍ବାସ ଈଶ୍ବରଙ୍କ ପ୍ରତି ପ୍ରଶଂସା, ଗୌରବ ଓ ସମ୍ଭ୍ରମ ଆଣିବ” # at the revealing of Jesus Christ ଯେତେବେଳେ ଯୀଶୁଖ୍ରୀଷ୍ଟ ପ୍ରକାଶିତ ହେବେ I ଏହା ଖ୍ରୀଷ୍ଟଙ୍କର ପୁନରାଗମନକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ ମଧ୍ୟ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଯୀଶୁଖ୍ରୀଷ୍ଟ ସମସ୍ତ ଲୋକଙ୍କ ନିମନ୍ତେ ପ୍ରକାଶିତ ହେବେ” (ଦେଖ: [[rc://*/ta/man/translate/figs-activepassive]])