52 lines
13 KiB
Markdown
52 lines
13 KiB
Markdown
|
# ୧ମ ଯୋହନ ପୂସ୍ତକର ପରିଚୟ
|
|||
|
|
|||
|
## ଭାଗ୧: ସାଧାରଣ ପରିଚୟ
|
|||
|
|
|||
|
### ୧ମ ଯୋହନ ପୁସ୍ତକର ରୂପରେଖା
|
|||
|
|
|||
|
୧. ପରିଚୟ (୧:୧-୪)
|
|||
|
୧. ଖ୍ରୀଷ୍ଟିୟାନ ସ୍ବଭାବ (୧:୫-୩:୧୦)
|
|||
|
୧. ପରସ୍ପରକୁ ପ୍ରେମ କରିବା ନିମନ୍ତେ ଆଜ୍ଞା (୩:୧୧-୫:୧୨)
|
|||
|
୧. ଉପସଂହାର(୫:୧୩-୨୧)
|
|||
|
|
|||
|
### ୧ମ ଯୋହନ ପୁସ୍ତକ କିଏ ଲେଖିଥିଲେ?
|
|||
|
|
|||
|
ଏହି ପୁସ୍ତକ ଲେଖକଙ୍କ ନାମ ଉଲ୍ଲେଖ କରେ ନାହିଁ । ଯାହା ହେଉ, ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ସମୟଠାରୁ, ଅଧିକାଂଶ ଖ୍ରୀଷ୍ଟିୟାନମାନେ ବିଶ୍ବାସ କରନ୍ତି ଯେ ପ୍ରେରିତ ଯୋହନ ଏହି ପତ୍ରର ଲେଖକ ଥିଲେ । ସେ ମଧ୍ୟ ଯୋହନ ଲିଖିତ ସୁସମାଚାର ଲେଖିଥିଲେ ।
|
|||
|
|
|||
|
### ୧ମ ଯୋହନ ପୁସ୍ତକ କେଉଁ ବିଷୟରେ ଲେଖାଯାଇଅଛି?
|
|||
|
|
|||
|
ଯୋହନ ଏହି ପତ୍ର ସେହି ସମୟର ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଲେଖିଥିଲେ ଯେଉଁ ସମୟରେ ଭଣ୍ଡ ଶିକ୍ଷକମାନେ ସେମାନଙ୍କ ସମସ୍ୟାର କାରଣ ହେଲେ । ଯୋହନ ଏହି ପତ୍ର ଲେଖିଲେ କାରଣ ସେ ବିଶ୍ବାସୀମାନଙ୍କୁ ପାପ କରିବାଠାରୁ ଦୂରରେ ରହିବା ନିମନ୍ତେ ଚାହିଁଲେ । ସେ ଭଣ୍ଡ ଶିକ୍ଷାଠାରୁ ବିଶ୍ବାସୀମାନଙ୍କୁ ସୁରକ୍ଷିତ ରହିବା ଚାହିଁଲେ । ଏବଂ ସେ ବିଶ୍ବାସୀମାନଙ୍କୁ ନିଶ୍ଚିତ କରିବା ଚାହୁଁଥିଲେ ଯେ ସେମାନେ ପରିତ୍ରାଣ ପାଇଛନ୍ତି ।
|
|||
|
|
|||
|
### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ୍?
|
|||
|
ଅନୁବାଦକମାନେ ହୁଏତ ପୁସ୍ତକକୁ ଏହାର ପାରମ୍ପାରିକ ଶୀର୍ଷକ “୧ମ ଯୋହନ” କିମ୍ବା “ପ୍ରଥମ ଯୋହନ” ନାମିତ କରିବା ନିମନ୍ତେ ମନୋନୀତ କଲେ, ଯେପରିକି “ଯୋହନଙ୍କଠାରୁ ପ୍ରଥମ ପତ୍ର” କିମ୍ବା “ଯୋହନଙ୍କ ଲିଖିତ ପ୍ରଥମ ପତ୍ର” । (ଦେଖ: [[rc://*/ta/man/translate/translate-names]])
|
|||
|
|
|||
|
## ଭାଗ୨: ଗୁରୁତ୍ବପୂର୍ଣ୍ଣ ଧର୍ମ ବିଶ୍ବାସ ଏବଂ ସାଂସ୍କୃତିକ ଧାରଣା
|
|||
|
|
|||
|
### କେଉଁ ଲୋକମାନେ ଥିଲେ ଯେଉଁମାନଙ୍କ ବିରୁଦ୍ଧରେ ଯୋହନ କହୁଥିଲେ?
|
|||
|
|
|||
|
ଯୋହନ ସମ୍ଭବତଃ ସେହି ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ଯେଉଁମାନେ ଜ୍ଞାନୀ ସ୍ବରୂପେ ପରିଚିତ ଥିଲେ । ଏହି ଲୋକମାନେ ବିଶ୍ବାସ କରୁଥିଲେ ଯେ ଭୌତିକ ଜଗତ ମନ୍ଦ ଅଟେ । ଯେହେତୁ ସେମାନେ ଯୀଶୁଙ୍କୁ ଈଶ୍ବର ହେବା ବିଶ୍ବାସ କରୁଥିଲେ, ସେମାନେ ପ୍ରତ୍ୟାଖାନ କଲେ ଯେ ସେ ପ୍ରକୃତ ମନୁଷ୍ୟ ଥିଲେ । ଏହାର କାରଣରୁ ସେମାନ ବିଶ୍ବାସ କରୁଥିଲେ ଯେ ଈଶ୍ବର ମନୁଷ୍ୟ ହୋଇ ପାରିବେ ନାହିଁ ଯେହେତୁ ଭୌତିକ ଶରୀର ମନ୍ଦ ଅଟେ । (ଦେଖ: [[rc://*/tw/dict/bible/kt/evil]])
|
|||
|
|
|||
|
## ଭାଗ ୩: ଅନୁବାଦରେ ଗୁରୁତ୍ବପୂର୍ଣ୍ଣ ସମସ୍ୟା
|
|||
|
|
|||
|
## ୧ମ ଯୋହନରେ “ରହିବା”, “ଲାଗି ରହିବା” ଏବଂ “ଆଜ୍ଞା ପାଳନ କରିବା,” ଶବ୍ଦଗୁଡ଼ିକର ଅର୍ଥ କ’ଣ ଅଟେ?
|
|||
|
|
|||
|
ଯୋହନ ସର୍ବଦା “ରହିବା”, “ଲାଗି ରହିବା” ଏବଂ “ଆଜ୍ଞା ପାଳନ କରିବା” ଶବ୍ଦସମୁହ ରୂପକ ଭାବେ ବ୍ୟବହାର କରିଅଛନ୍ତି । ଯୋହନ ଜଣେ ବିଶ୍ବାସୀ ଯୀଶୁଙ୍କ ପ୍ରତି ଅଧିକ ବିଶ୍ବସ୍ତ ହେବା ଏବଂ ଯୀଶୁଙ୍କୁ ଭଲରୁପେ ଜାଣିଥିବା ବିଷୟରେ କହିଲେ ଯେପରି ବିଶ୍ବାସୀଙ୍କଠାରେ ଯୀଶୁଙ୍କ ବାକ୍ୟ “ରହିଥିଲା” । ଆହୁରି ମଧ୍ୟ, ଯୋହନ ଜଣେ ବ୍ୟକ୍ତି ଅନ୍ୟବ୍ୟକ୍ତିଙ୍କ ସହିତ ଆତ୍ମିକଭାବେ ସଂଯୁକ୍ତ ହେବା କହୁଥିଲେ ଯେପରି ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କଠାରେ “ରହିଥିଲେ” । ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଓ ଈଶ୍ବରଙ୍କଠାରେ ରହିବା ନିମନ୍ତେ କୁହାଯାଇଛି । ପିତା ପୁତ୍ରଙ୍କଠାରେ “ରହିବା” କୁହାଯାଇଛି ଏବଂ ପୁତ୍ର ପିତାଙ୍କ ଠାରେ “ରହିବା” କୁହାଯାଇଛି । ପୁତ୍ର ବିଶ୍ବାସୀମାନଙ୍କଠାରେ “ରହିବା” କୁହାଯାଇଛି । ପବିତ୍ରଆତ୍ମା ମଧ୍ୟ ବିଶ୍ବାସୀମାନଙ୍କଠାରେ “ରହିବା” କୁହାଯାଇଛି ।
|
|||
|
|
|||
|
ଅନେକ ଅନୁବାଦକମାନେ ଏହି ବିଷୟକୁ ସେମାନଙ୍କ ନିଜ ଭାଷାରେ ସମାନ ଅର୍ଥରେ ଅନୁବାଦ କରିବା ଅସମ୍ଭବ ମନେ କରନ୍ତି । ଉଦାହରଣ ସ୍ବରୂପ, ଯୋହନ ଈଶ୍ବରଙ୍କ ସହିତ ଖ୍ରୀଷ୍ଟିୟାନମାନେ ଆତ୍ମିକତାରେ ଏକତ୍ର “ରହିବା” କଳ୍ପନାକୁ ପ୍ରକାଶ କରିବା ନିମନ୍ତେ ଚାହାନ୍ତି ଯେତେବେଳେ ସେ କହନ୍ତି, “ଯେ ଈଶ୍ବରଙ୍କଠାରେ ରହେ ସେ କହନ୍ତି” (୧ମ ଯୋହନ୨:୬)। USTରେ କହନ୍ତି, “ଯଦି ଆମ୍ଭେମାନେ କହୁଅଛୁ ଯେ ଆମ୍ଭେମାନେ ଈଶ୍ବରଙ୍କଠାରେ ଲାଗି ରହିଛୁ, ”କିନ୍ତୁ ଅନୁବାଦକମାନେ ସର୍ବଦା ଅନ୍ୟ ପ୍ରକାଶନ ବ୍ୟକ୍ତ କରନ୍ତି ଯାହା ଏହି ଧାରଣାକୁ ସହଜରେ ବ୍ୟକ୍ତ କରେ
|
|||
|
|
|||
|
ଏହି ପରିଛେଦରେ, “ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ରହିଅଛି” (୧ମ ଯୋହନ୨:୧୩), USTରେ ଏହି ବିଷୟକୁ ଏପରି ବ୍ୟକ୍ତ କରାଯାଇଛି ଯେପରିକି, “ତୁମ୍ଭେମାନେ ସର୍ବଦା ଈଶ୍ବରଙ୍କ ଆଜ୍ଞା ପାଳନ କର ।” ଅନେକ ଅନୁବାଦକମାନେ ଏହି ଅନୁବାଦକୁ ଏକ ଆଦର୍ଶ ରୂପରେ ବ୍ୟବହାର କରିବା ଇଛା କରିଥାଆନ୍ତି ।
|
|||
|
|
|||
|
### ୧ମ ଯୋହନ ପୁସ୍ତକର କେଉଁ ବାକ୍ୟରେ ମୂଖ୍ୟ ସମସ୍ୟାଗୁଡ଼ିକ ରହିଛି?
|
|||
|
|
|||
|
କାରଣ ନିମ୍ନଲିଖିତ ପଦଗୁଡିକରେ, ବାଇବଲର କେତେକ ଆଧୁନିକ ସଂସ୍କରଣ ପୁରାତନ ସଂସ୍କରଣଠାରୁ ଭିନ୍ନ ଅଟେ । ULT ସଂସ୍କରଣ ବାଇବଲରେ ଆଧୁନିକ ଲେଖାଯାଇଅଛି ଏବଂ ପୁରାତନ ସସ୍କରଣର ବାଇବଲରେ ଏକ ପ୍ରଦତ୍ତ ଟିକ୍କା ସ୍ବରୂପେ ଲେଖାଯାଇଅଛି । ଯଦି ବାଇବଲର ଏକ ଅନୁବାଦ ସାଧାରଣତଃ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଅନୁବାଦିତ ରହିଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣଗୁଡିକରେ ମିଳିଥିବା ପଠନ ବ୍ୟବହାର କରିବା ଉଚିତ । ଯଦି ନୁହେ, ଅନୁବାଦକମାନେ ଆଧୁନିକ ବାଇବଲକୁ ଅନୁକରଣ କରିବା ଉଚିତ । ଆମ୍ଭେମାନେ ଏହି ବିଷୟ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛୁ ଯଦ୍ବାରା ଆମ୍ଭମାନଙ୍କର ଆନନ୍ଦ ପୂର୍ଣ୍ଣ ହୋଇପାରେ.” (୧:୪) । ""
|
|||
|
* କେତେକ ପୁରାତନ ସଂସ୍କରଣରେ, ଏବଂ ଆମ୍ଭେମାନେ ଏହି ବିଷୟ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛୁ ଯେପରି ତୁମ୍ଭମାନଙ୍କର ଆନନ୍ଦ ପୂର୍ଣ୍ଣ ହୋଇପାରେ । ""
|
|||
|
* ଏବଂ ତୁମ୍ଭେମାନେ ସମସ୍ତେ ସତ୍ୟକୁ ଜାଣିଅଛ” (୨:୨୦). ଅନ୍ୟ ଆଧୁନିକ ସଂସ୍କରଣରେ, “ଏବଂ ତୁମ୍ଭସମସ୍ତଙ୍କର ଜ୍ଞାନ ଅଛି” । “କତେକ ପୁରାତନ ସଂସ୍କରଣରେ, “ଏବଂ ତୁମ୍ଭେମାନେ ସମସ୍ତ ବିଷୟରେ ଜାଣିଅଛ । ଏହା ।""
|
|||
|
* ""ଏବଂ ଏହାହି ଆମ୍ଭେମାନେ ଅଟୁ !” (୩:୧) । ULT, UST, ଏବଂ ଅଧିକାଂଶ ଆଧୁନିକ ସଂସ୍କରଣରେ ଏହି ପ୍ରକାରରେ ଲେଖାଯାଇଛି । କତେକ ପୁରୁଣା ସଂସ୍କରଣଗୁଡ଼ିକ ଏହି ବାକ୍ୟକୁ ଲେଖି ନାହାନ୍ତି ।
|
|||
|
* ""ଏବଂ ଯେଉଁ ଆତ୍ମା ଯୀଶୁଙ୍କୁ ଈଶ୍ବରଙ୍କଠାରୁ ଆଗତ ନୁହେଁ ବୋଲି ସ୍ବୀକାର କରେ” (୪:୩) । ULT, UST, ଏବଂ ଅଧିକାଂଶ ଆଧୁନିକ ସଂସ୍କରଣରେ ଏହି ପ୍ରକାରରେ ଲେଖାଯାଇଅଛି । କେତେକ ପୁରାତନ ସଂସ୍କରଣରେ, ”ଏବଂ ଯେଉଁ ସମସ୍ତ ଆତ୍ମା ଯୀଶୁଙ୍କୁ ସ୍ବୀକାର କରେ ନାହିଁ ଯେ ସେ ଶରୀରରେ ଈଶ୍ବରଙ୍କଠାରୁ ଆଗତ ନୁହନ୍ତି”
|
|||
|
|
|||
|
କାରଣ ନିମ୍ନଲିଖିତ ପରିଛେଦଗୁଡ଼ିକରେ, ଅନୁବାଦକମାନଙ୍କୁ ସୂଚନା ଦିଆଯାଉଅଛି ଯେ ସେମାନେ ULTରେ ଯେପରି ଲେଖାଯାଇଅଛି ସେହିପରି ଅନୁବାଦ କରିବା ଉଚିତ । ଯାହା ହେଉ, ଯଦି ଅନୁବାଦକମାନଙ୍କ କ୍ଷେତ୍ରରେ ପୁରାତନ ବାଇବଲର ସଂସ୍କରଣରେ ଏହି ଅନୁଚ୍ଛେଦଗୁଡ଼ିକ ରହିଅଛି, ଅନୁବାଦକମାନେ ଏହାକୁ ସଯୁକ୍ତ କରି ପାରନ୍ତି । ଯଦି ଏହାକୁ ସମ୍ପୃକ୍ତ କରାଯାଇନାହିଁ, ତେବେ ଏହାକୁ ଚିହ୍ନିତ କରିବା ନିମନ୍ତେ ବର୍ଗ ବନ୍ଧନୀ ([]) ମଧ୍ୟରେ ରଖାଯିବା ଉଚିତ ଯେ ଏହା ସମ୍ଭବତଃ ୧ମ ଯୋହନର ମୁଳ ସଂସ୍କରଣ ନୁହେ ।
|
|||
|
|
|||
|
* ""କାରଣ ତିନି ଜଣ ସାକ୍ଷ ଦେବେ: ଆତ୍ମା, ଜଳ, ଓ ରକ୍ତ ।ଏହି ତିନୋଟି ଚୁକ୍ତିବଦ୍ଧ ଅଟନ୍ତି.”(୫:୭-୮) । କେତେକ ପୁରାତନ ସଂସ୍କରଣରେ, “କାରଣ ସ୍ବର୍ଗରେ ତିନି ଜଣ ସାକ୍ଷ ଦେବେ: ପିତା, ବାକ୍ୟ, ଏବଂ ପବିତ୍ରଆତ୍ମା; ଏବଂ ଏହି ତିନି ଜଣ ଏକ ଅଟନ୍ତି । ଏବଂ ଏହି ତିନି ଜଣ ପୃଥିବୀରେ ସାକ୍ଷ ଦେବେ: ଆତ୍ମା, ଜଳ, ଏବଂ ରକ୍ତ; ଏବଂ ଏହି ତିନି ଜଣ ଏକ ଅଟନ୍ତି । ”
|
|||
|
|
|||
|
(ଦେଖ: [[rc://*/ta/man/translate/translate-textvariants]])
|