or_tn/1co/14/29.md

8 lines
709 B
Markdown
Raw Permalink Normal View History

2020-11-19 00:15:53 +00:00
# Let two or three prophets speak
ସାମ୍ଭବ୍ୟ ଅର୍ଥଗୁଡିକ ୧) ଗୋଟିଏ ସଭାରେ କେବଳ ଦୁଇ ବା ତିନିଜଣ ଭାବବାଦୀ କଥା କହନ୍ତୁ ବା ) ଗୋଟିଏ ସଭାରେ ଏକ ସମୟରେ କେବଳ ଦୁଇ ବା ତିନିଜଣ ଭାବବାଦୀ ପାଳିକ୍ରମେ କଥା କହନ୍ତୁ ।
# to what is said
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ସେମାନେ ଯାହା କହନ୍ତି” (ଦେଖ:[[rc://*/ta/man/translate/figs-activepassive]])