# Let two or three prophets speak ସାମ୍ଭବ୍ୟ ଅର୍ଥଗୁଡିକ ୧) ଗୋଟିଏ ସଭାରେ କେବଳ ଦୁଇ ବା ତିନିଜଣ ଭାବବାଦୀ କଥା କହନ୍ତୁ ବା ୨) ଗୋଟିଏ ସଭାରେ ଏକ ସମୟରେ କେବଳ ଦୁଇ ବା ତିନିଜଣ ଭାବବାଦୀ ପାଳିକ୍ରମେ କଥା କହନ୍ତୁ । # to what is said ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ସେମାନେ ଯାହା କହନ୍ତି” (ଦେଖ:[[rc://*/ta/man/translate/figs-activepassive]])